Get Updates
Get notified of breaking news, exclusive insights, and must-see stories!

Mahakumbh Stampede News: ମହାକୁମ୍ଭରେ ଦଳଚକଟା ପରେ ଆମ୍ବୁଲାନ୍ସରେ ଲାଗିଲା ନିଆଁ

Mahakumbh Stampede News: ଆଜି ସକାଳେ ପ୍ରୟାଗରାଜ ମହାକୁମ୍ଭରେ ବଡ଼ ଅଘଟଣ ଘଟିଯାଇଛି । ଗୋଟେ ପଟେ ଦଳା ଚକଟାରେ ୧୦ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟପଟେ ଏକ ଆମ୍ବୁଲାନ୍ସରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିଛି । ଆମ୍ବୁଲାନ୍ସଟି ଜଣେ ଆହତ ଭକ୍ତଙ୍କୁ ଡାକ୍ତରଖାନା ନେଉଥିବା ସମୟରେ ଏହି ଘଟଣା ଘଟିଥିଲା। କୁହାଯାଉଛି ଯେ ହଠାତ୍ ଆମ୍ବୁଲାନ୍ସର ଇଞ୍ଜିନରୁ ଧୂଆଁ ବାହାରିଥିବା ପରେ ପୁରା ଗାଡ଼ିରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ପରେ, ପାଖରେ ଥିବା ଲୋକମାନେ ତୁରନ୍ତ ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ ।

Ambulance fire

ଆମ୍ବୁଲାନ୍ସରେ ନିଆଁ ଲାଗିବା ଦେଖି, ପାଖରେ ଥିବା ଲୋକମାନଙ୍କ ମଧ୍ୟ ଚହଳ ସୃଷ୍ଟି ହୋଇଥିଲା । ଖବର ପାଇଁ ଅଗ୍ନିଶମ ବାହିନୀ ତୁରନ୍ତ ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲା । କିଛି ସମୟ ମଧ୍ୟରେ ନିଆଁ ଆୟତ୍ତ ହୋଇଥିଲା । ଏହି ଦୁର୍ଘଟଣାରେ କାହାରି କିଛି କ୍ଷୟକ୍ଷତି ହୋଇ ନାହିଁ । ସମସ୍ତେ ସୁରକ୍ଷିତ ଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+