ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନଙ୍କ ସୁରକ୍ଷାରେ ଥିଲେ ୯୮୬ ସୁରକ୍ଷା କର୍ମୀ, ଆନ୍ଧ୍ର ସରକାର କରିଲେ ଖୁଲାସା

ଆନ୍ଧ୍ରରେ କ୍ଷମତାରୁ ଗଲା ପରେ ୱାଇଏସଆରସିପି ଉପରେ ପଡ଼ିଛି ଚଡ଼କ । ନିକଟରେ ଗୁଣ୍ଟୁରରେ ଥିବା ୱାଇଏସଆରସିପିର ନିର୍ମାଣଧୀନ ଅଫିସରେ ବୁଲିଛି ବୁଲଡୋଜର । ଆଉ ଏବେ ଆନ୍ଧ୍ର ପ୍ରଦେଶ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୟାଇଏସଆର୍ ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କୁ ନେଇ ଏକ ବଡ଼ ଖୁଲାସା କରିଛି ।

ସରକାର କହିଛନ୍ତି ଯେ ପୂର୍ବତନ ସିଏମ୍‌ଙ୍କ ସୁରକ୍ଷାରେ ୨୪ ଘଣ୍ଟା ୯୮୬ ସୁରକ୍ଷା କର୍ମୀ ମୁତୟନ ରହିଥିଲେ । ବିଶାଖାପାଟଣାରେ ୫୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ଜଗନ ମୋହନ ରାଜପ୍ରସାଦ ତିଆରି କରିଛନ୍ତି । ରାଜଧାନୀ ଅମରାବତୀ ସମେତ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସରକାରୀ ଜମିରେ ଦଳୀୟ କାର୍ଯ୍ୟାଳୟ ତିଆରି ଅଭିଯୋଗ ପରେ ଏବେ ଜଗନ ମୋହନଙ୍କୁ ନେଇ ନୂଆ କଥା ଖୁଲାସା ହୋଇଛି ।

ys Jagan mohan reddy

ବର୍ତ୍ତମାନର ସରକାର ଜାଣିବାକୁ ପାଇଛନ୍ତି ଯେ ସିଏମ୍ ଥିବା ସମୟରେ ଜଗନ ମୋହନ ରେଡ୍ଡୀଙ୍କ ସୁରକ୍ଷାରେ ୨୪ ଘଣ୍ଟା ମୁତୟନ ରହିଥିଲେ ୯୮୬ ସୁରକ୍ଷା କର୍ମୀ । ଯଦିଓ ଏ ପର୍ଯ୍ୟନ୍ତ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କିନ୍ତୁ ଆଶା କରାଯାଉଛି ଯେ ଚନ୍ଦ୍ରବାବୁ ନାଇତୁଙ୍କ ସରକାର ଖୁବ୍ ଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+