ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ, ୯ ମୃତ

ରାଜସ୍ଥାନର ବିକାନେର ଜିଲ୍ଲାରେ ମଦନ ମାର୍କେଟରେ ଏକ ଦୋକାନରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏଥିରେ ଚାରି ଜଣ ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଏସପି ବିଶାଲ କହଛନ୍ତି ଯେ, ଏହି ଘଟଣା ଏକ ଦୋକାନରେ ଘଟିଛି, ଯେଉଁଠାରେ ସୁନା-ରୂପା ସହ ଜଡ଼ିତ କାମ ହେଉଥିଲା । ଏପର୍ଯ୍ୟନ୍ତ ୯ ଜଣ ଲୋକଙ୍କର ଏଥିରେ ମୃତ୍ୟୁ ଘଟିଛି।

blast

ଘଟଣା ପରେ ସ୍ବର୍ଣ୍ଣକାର ସମାଜ ଲୋକ ଧାରଣାରେ ବସିଛନ୍ତି । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ବିଲିଡିଂ ବିଷୟରେ ୮ ମାସ ପୂର୍ବରୁ ଜଣାଇଥିଲେ । ହେଲେ ସେମାନେ କିଛି କରିନଥିବାରୁ ଏଭଳି ଅଘଟଣ ଘଟିଛି । ବିସ୍ଫୋରଣ ନେଇ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲତ ଦୁଃଖ ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+