୮୫ IPS ଅଫିସରଙ୍କୁ ମିଳିଲା କେନ୍ଦ୍ରୀୟ IG ରାଙ୍କ୍, ଓଡିଶାରୁ ୨
୮୫ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରୀୟ ଆଇଜି ରାଙ୍କ । ୧୯୯୮ରୁ ୨୦୦୭ ବ୍ୟାଚ୍ ମଧ୍ୟରେ ୮୫ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରୀୟ IG ରାଙ୍କ।

ଓଡିଶାରୁ ସ୍ଥାନ ପାଇଲେ ଆଇପିଏସ୍ ରାଜେଶ କୁମାର, ଆଇପିଏସ୍ ଅନୁପ ସାହୁ । ଅନୁପ ହେଉଛନ୍ତି ୨୦୦୪ ବ୍ୟାଚ୍ ଓଡ଼ିଶା କ୍ୟାଡେଟ୍ ଆପିଏସ୍ ।












Click it and Unblock the Notifications