୭୨ ଘଣ୍ଟା ଧରି ଟନେଲରେ ଫସି ରହିଛନ୍ତି ୮ ଶ୍ରମିକ

୪ଦିନ ହେଲାଣି ଟନେଲରେ ଫସି ରହିଛନ୍ତି ୮ ଶ୍ରମିକ । ଫସିରହିଥିବା ଶ୍ରମିକଙ୍କ ସହ ଯୋଗାଯୋଗ ହୋଇ ପାରୁ ନାହିଁ ତେଣୁ ସେମାନଙ୍କ ଜୀବତ ଥିବା ନେଇ ସମ୍ଭାବନା କମ ଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟରେ ଏସଡିଆରଏଫ, ଏନଡିଆରଫ ଓ ସେନାକୁ ମୁତୟନ କରାଯାଇଛି । ସେହିପରି ସିଲକ୍ୟାରା ଟନେଲ ଟ୍ରାଜେଡିରେ ନିୟୋଜିତ ଥିବା ସ୍ବତନ୍ତ୍ର ରେସ୍କ୍ୟ ଟିମ ତେଲେଙ୍ଗାନାରେ ପହଁଚି ଶ୍ରମିକଙ୍କ ଉଦ୍ଧାର କାମରେ ନିୟୋଜିତ ହୋଇଛନ୍ତି ।

news

ସୂଚନା ଅନୁସାରେ, ନାଗରକୁରୁନୁଲରେ ଚାଲିଥିବା ଏକ ପ୍ରୋଜେକ୍ଟ ନିୟୋଜିତ ଥିବା କିଛି ଶ୍ରମିକ ଟନେଲରେ ଫସି ଯାଇଥିବା ସୂଚନା ମିଳିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଦୀର୍ଘ ୭୨ ଘଣ୍ଟା ହେଲା ୮ଜଣ ଶ୍ରମିକ ଭଙ୍ଗା ଚଟାଣ ତଳେ ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+