Get Updates
Get notified of breaking news, exclusive insights, and must-see stories!

ଟେକ୍ସଟାଇଲ୍ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ୮ ମୃତ

ମହାରାଷ୍ଟ୍ର ସୋଲାପୁରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସେଣ୍ଟ୍ରାଲ୍ ଟେକ୍ସଟାଇଲ୍ ମିଲ୍ସ ଫ୍ୟାକ୍ଟ୍ରିରେ ଭୀଷଣ ନିଆଁ ଲାଗି ଆଠ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବାବେଳେ ଅନ୍ୟ ୪ ଶ୍ରମିକଙ୍କ ସମେତ ଗୋଟିଏ ଶିଶୁ ରହିଛି । ୩ଜଣ ମୃତକ ଗୋଟିଏ ପରିବାରର ଜଣାପଡିଛି ।

ଏହି ଅଘଟଣ ରବିବାର ଭୋର ପ୍ରାୟ ୩.୪୫ ସମୟରେ ଘଟିଥିବା ସୂଚନା ମିଳୁଛି । ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଖବର ମୁତାବକ, ମହାରାଷ୍ଟ୍ର ସୋଲାପୁରର MIDCର ଆକ୍କାଲକୋଟ ରୋଡରେ ଥିବା ସେଣ୍ଟ୍ରାଲ୍ ଟେକ୍ସଟାଇଲ୍ ମିଲ୍ସରେ ଅଗ୍ନିକାଣ୍ଡ ଘଟିଥିଲା । ସର୍ଡ ସର୍କିଟ ଯୋଗୁଁ ଏପରି ଅଘଟଣ ଘଟିଥିବା ସୂଚନା ମିଳୁଛି ।

8 Killed In Huge Maharashtra Fire

ସକାଳ ପ୍ରାୟ ୪ଟା ସମୟରେ ଧୂଆଁ ଦେଖିବାରୁ ସେହି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ବାସିନ୍ଦା ଏପରି ଘଟଣା ଦେଖିବା ପରେ ୧୦୮ ଆମ୍ବୁଲାନ୍ସ, ପୋଲିସ ପ୍ରଶାସନ, ରାଜସ୍ବ ପ୍ରଶାସନ ଏବଂ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇଥିଲେ । ଅନ୍ୟପଟେ ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+