ଟ୍ରାକରୁ ଖସିଲା ଅଗରତାଲା-ଲୋକମାନ୍ୟ ତିଲକ ଏକ୍ସପ୍ରେସର ୮ ବଗି

ନୂଆଦିଲ୍ଲୀ : ଟ୍ରେନ ଦୁର୍ଘଟଣା ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଏବେ ଟ୍ରାକରୁ ଖସିଲା ଅଗରତାଲା- ଲୋକମାନ୍ୟ ତିଲକ । ଆସାମର ଡିବାଲୋଗ ଷ୍ଟେଶନରେ ଅଗରତାଲା- ଲୋକମାନ୍ୟ ତିଲକର ୮ଟି ବଗି ରେଳ ଧାରଣାରୁ ଖସି ପଡ଼ିଛି । ମାତ୍ର ଏହି ଘଟଣାରେ କୌଣସି ଆହତ ହୋଇନାହାନ୍ତି ।

ରେଲଓ୍ବେ କହିଛି, ୧୨୫୨୦ ଅଗରତାଲା - ଲୋକମାନ୍ୟ ତିଲକ ଟର୍ମିନାସ ଗୁରୁବାର ସକାଳେ ଅଗରତାଲା ଛାଡିଥିବା ଲୋକମାନ୍ୟ ତିଲକ ଟର୍ମିନାସ ଏକ୍ସପ୍ରେସ, ଲୁମଡିଙ୍ଗ ଡିଭିଜନ ଅନ୍ତର୍ଗତ ଡିବଲୋଙ୍ଗ ଷ୍ଟେଶନର ଲୁମଡିଙ୍ଗ - ବଦରପୁର ହିଲ ସେକ୍ସନରେ ସକାଳ୩ଟା ୫୫ରେ ଡିରେଲ ହୋଇଛି। ପାୱାର୍‌ କାର୍‌ ଏବଂ ଇଞ୍ଜିନ ସହିତ ୮ କୋଚ ଡିରେଲ ହୋଇଛି। ଏହି ମାମଲାରେ ଆସାମ ସିଏମ୍ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି କି, ଟ୍ରେନ ୧୨୫୨୦ଅଗରତାଲା- ଏଲଟିଟି ଏକ୍ସପ୍ରେସର ୮ଡବ୍ବା ଆଜି ୩:୫୫ରେ ଲୁମଡିଂ ନିକଟରେ ଡିବାଲୋଗ ଷ୍ଟେଶନରେ ରେଳଧାରଣାରୁ ଖସିଯାଇଛି ।

Agartala-Lokmanya Tilak Express

ଲୁମଡିଙ୍ଗ-ବଦରପୁର ସିଙ୍ଗଲ ଲାଇନ ବିଭାଗରେ ଟ୍ରେନ ଚଳାଚଳ ସ୍ଥଗିତ ରଖାଯାଇଛି। ଲୁମଡିଙ୍ଗରେ ଥିବା ହେଲ୍ପଲାଇନ ନମ୍ବରଗୁଡ଼ିକ ହେଉଛି: 03674 263120, 03674 263126।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+