ସକାଳ ୯ଟା ପର୍ଯ୍ୟନ୍ତ ଦିଲ୍ଲୀରେ ୮.୧୦ ପ୍ରତିଶତ ଭୋଟିଂ
Delhi Assembly Election 2025: ସକାଳ 9ଟା ପର୍ଯ୍ୟନ୍ତ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମୋଟ 8.10 ପ୍ରତିଶତ ମତଦାନ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ ।

କେନ୍ଦ୍ରୀୟ ଦିଲ୍ଲୀ: 6.67 ପ୍ରତିଶତ
ପୂର୍ବ ଦିଲ୍ଲୀ: ୮.୨୧ ପ୍ରତିଶତ
ନୂଆଦିଲ୍ଲୀ: ୬.୫୧ ପ୍ରତିଶତ
ଉତ୍ତର ଦିଲ୍ଲୀ: ୭.୧୨ ପ୍ରତିଶତ
ଉତ୍ତର ପୂର୍ବ ଦିଲ୍ଲୀ: ୧୦.୭୦ ପ୍ରତିଶତ
ଉତ୍ତର-ପଶ୍ଚିମ ଦିଲ୍ଲୀ: ୭.୬୬ ପ୍ରତିଶତ
ଶାହଦରା: ୮.୯୨ ପ୍ରତିଶତ
ଦକ୍ଷିଣ ଦିଲ୍ଲୀ: ୮.୪୩ ପ୍ରତିଶତ
ଦକ୍ଷିଣ ପୂର୍ବ ଦିଲ୍ଲୀ: ୮.୩୬ ପ୍ରତିଶତ
ଦକ୍ଷିଣ ପଶ୍ଚିମ ଦିଲ୍ଲୀ: ୯.୩୪ ପ୍ରତିଶତ
ପଶ୍ଚିମ ଦିଲ୍ଲୀ: ୬.୬୭ ପ୍ରତିଶତ












Click it and Unblock the Notifications