ଗତ ୬ ଦିନରେ ଭାରତ ଛାଡ଼ିଲେଣି ୭୮୬ ପାକିସ୍ତାନୀ ନାଗରିକ । ଏପ୍ରିଲ ୨୪ ତାରିଖ ପରେ ଅଟାରୀ-ୱାଘ ଦେଇ ପାକିସ୍ତାନ ଫେରି ଗଲେଣି ସେହିପରି ପାକିସ୍ତାନରୁ ଭାରତ ଫେରିଲେଣି ୧୩୭୬ ଜଣ ।