୭୫ ତମ ସାଧାରଣତନ୍ତ୍ର ଦିବସ 2024 ଲାଇଭ୍: କର୍ତ୍ତବ୍ୟ ପଥରେ ଭାରତୀୟ ସେନାର ପରେଡ୍
ଚଳିତ ବର୍ଷ ଦେଶ ଏହାର 75 ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଗଣତନ୍ତ୍ର ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ପବିତ୍ର ଦିନ । ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।
ତେବେ ଭାରତ 15 ଅଗଷ୍ଟ 1947 ରେ ସ୍ୱାଧୀନ ହୋଇଯାଇଥିଲା, କିନ୍ତୁ ଆମର ଲିଖିତ ସମ୍ବିଧାନ 26 ଜାନୁୟାରୀ 1950 ରେ ଲାଗୁ ହେଲା । ତେଣୁ ଏହି ଦିନକୁ ସେବେଠାରୁ 'ଗଣତନ୍ତ୍ର ଦିବସ' ଭାବରେ ପାଳନ କରାଯାଏ ।
#WATCH | Motorcycle display enthralls the guests and audience at #RepublicDay2024 celebrations at Kartavya Path.
The Central Armed Police women personnel are exhibiting their prowess of 'Naari Shakti'. 265 women bikers on motorcycles showcase bravery and valour. pic.twitter.com/SZosIJiEbL
— ANI (@ANI) January 26, 2024
#WATCH | 19 Pradhan Mantri Rashtriya Bal Puraskar recipients on Kartavya Path on this Republic Day
The award is given in 6 categories in the fields of bravery, art & culture, innovation, science & technology, social service and sports pic.twitter.com/ak6cwi7rgD
— ANI (@ANI) January 26, 2024













Click it and Unblock the Notifications