ବେଲଗାଭିରେ ସଡକ ଦୁର୍ଘଟଣା , ୭ ମୃତ

କର୍ଣ୍ଣାଟକର ବେଲଗାଭି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି ।

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲଗାଭି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି ।

accident

ସୂଚନା ଅନୁସାରେ, ଆଜି ସକାଳେ ବେଲଗାଭି ନିକଟରେ ଘଟିଛି ଏହି ଦୁଃଖଦ ଘଟଣା। ଗାଡିରେ ମୋଟ ୧୮ଜଣ ଲୋକ ଯାତ୍ରା କରୁଥିଲେ। ଶ୍ରମିକମାନେ କାମ କରିବା ପାଇଁ ଗୋକାକାରୁ ଆକ୍କାଟାଙ୍ଗିଆରାହଲ୍ଲା ଯାଉଥିବା ସମୟରେ ବେଲଗାଭି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଖବରପାଇ ମାରିହଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲା ।

ଆହତଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ବାକି 8 ଜଣ ଅକ୍ଷତ ଥିବା ଜଣାପଡିଛି । ପୋଲିସର ସୂଚନା ଅନୁଯାୟୀ,ଏହି ଦୁର୍ଘଟଣାର କାରଣ ଦ୍ରୁତଗତି। ଅନ୍ୟ ଏକ କ୍ରୁଜରକୁ ଅତିକ୍ରମ କରିବା ସମୟରେ ହିଁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+