ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ଚାଲିଗଲା ୭ ଜଣଙ୍କ ଜୀବନ

ଅଟୋକୁ ଭୟଙ୍କର ଭାବେ ଧକ୍କା ଦେଲା ଟ୍ରକ୍ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ । ସୁଚନାନୁସାରେ ମଧ୍ୟପ୍ରଦେଶର ଦମୋହରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟଇଛି । ଦମୋହ ତମନ୍ନା ତିରାହେ ନିକଟରେ ଏକ ଟ୍ରକ୍ ଅଟୋକୁ ଜୋରରେ ଧକ୍କା ଦେଇଛି ।

ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଉ ବର୍ତ୍ତମାନ ସୁଦ୍ଧା ମୃତକ ମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଦାମୋହର ପୋଲିସ ଅଧୀକ୍ଷକ ଶର୍ତ କୀର୍ତ୍ତୀ ସୋମବଂଶୀ କହିଛନ୍ତି ଯେ, ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ କିଛି ଲୋକ ଆହତ ହୋଇଛନ୍ତି ।

damoh road accident

ଆହତ ମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି, ପୋଲିସ୍ ଏହାର ଅନୁସନ୍ଧାନ କରୁଛି । ଆହତଙ୍କ ବ୍ୟତୀତ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ତାହା ମଧ୍ୟ ନିଶ୍ଚିତ ହୋଇନାହିଁ । ଅଟୋ ଡ୍ରାଇଭରଙ୍କୁ ମଧ୍ୟ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ପଠାଯାଇଛି । ଆଉ ଏହି ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+