Get Updates
Get notified of breaking news, exclusive insights, and must-see stories!

ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ କାର ଧକ୍କାରେ ଚାଲିଗଲା ବୃଦ୍ଧା ଜୀବନ

ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ କାର ଧକ୍କାରେ ବୃଦ୍ଧ ମୃତ । ଆନ୍ଧ୍ର ପ୍ରଦେଶ ଗୁଣ୍ଠୁର ଜିଲ୍ଲାର ରେମତାପଲ୍ଲୀ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ହେଲେ ଭେଙ୍ଗାଲାୟାପାଲିମ ଗ୍ରାମର ବାସିନ୍ଦା 54 ବର୍ଷିୟ ଚିଲି ସିଙ୍ଗାୟା । ଜଗନ ମୋହନ ରେଡ୍ଡିଙ୍କ ସତ୍ତେନାପାଲି ମଣ୍ଡଳର ରେଣ୍ଟାପାଲି ଗ୍ରାମ ଗସ୍ତ ସମୟରେ ତାଙ୍କୁ ସ୍ବାଗତ କରିବା ପାଇଁ ବହୁତ ଲୋକ ରାସ୍ତା ପାର୍ଶ୍ୱରେ ଏକାଠି ହୋଇଥିଲେ ।

Jagan Mohan s convoy

ସେଠି ଜଗନ ମୋହନ ରେଡ୍ଡି, ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଯୋଜନା କରିଥିଲେ । ସେ ଅତିକ୍ରମ କରିବା ସମୟରେ ସିଙ୍ଗାୟା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପରେ ଫୁଲ ବର୍ଷା କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ, ରେଡ୍ଡି ଯାତ୍ରା କରୁଥିବା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ବୁଦ୍ଧଙ୍କ ମୁଣ୍ଡ ଚକା ତଳେ ଚାପି ହୋଇଯାଇଥିଲା । ପ୍ରତ୍ୟକ୍ଷଦର୍ଶୀମାନେ ତାଙ୍କ ସାହାଯ୍ୟ ପାଇଁ ଦୌଡ଼ି ଆସି ପୋଲିସକୁ ଖବର ଦେଇଥିଲେ। ସିଙ୍ଗାୟାଙ୍କୁ ଗୁଣ୍ଟୁର ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+