ନୀତୀଶ ସରକାରଙ୍କୁ ବଡ଼ ଝଟକା: ସଂରକ୍ଷଣ କୋଟା ରଦ୍ଦ କଲେ ପାଟନା ହାଇକୋର୍ଟ
Bihar News: ନୀତୀଶ ସରକାରଙ୍କୁ ବଡ଼ ଝଟକା । ସଂରକ୍ଷଣ ବୃଦ୍ଧି ପାଇଁ ବିହାର ସରକାରଙ୍କ ନିଷ୍ପତ୍ତିକୁ ପାଟନା ହାଇକୋର୍ଟ ରଦ୍ଦ କରିଛନ୍ତି । ଗୁରୁବାର ଦିନ ହାଇକୋର୍ଟ ବିହାର ଆଇନକୁ ବାତିଲ କରିଛନ୍ତି । ଜାତିଗତ ଜନଗଣନା ପରେ ସଂରକ୍ଷଣ ସୀମାକୁ ୫୦%ରୁ ୬୫ ପ୍ରତିଶତ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ସରକାରଙ୍କ ଏହି ନିଷ୍ପତ୍ତିକୁ ହାଇକୋର୍ଟ ବାତିଲ କରିଦେଇଛନ୍ତି ।













Click it and Unblock the Notifications