Get Updates
Get notified of breaking news, exclusive insights, and must-see stories!

ଶେଷ ହେଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ, ସନ୍ଧ୍ୟା ୫ଟା ସୁଦ୍ଧା ଏତିକି ପ୍ରତିଶତ ଭୋଟ ଗ୍ରହଣ

ଲୋକସଭା ନିର୍ବାଚନ ୨୦୨୪ ର ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ସମାପ୍ତ ହୋଇଛି । ୧୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯୩ ଟି ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୬୦.୨% ଭୋଟ୍ ଗ୍ରହଣ କରାଯାଇଛି । ରାଜ୍ୟୱାରୀ ଭୋଟଦାନ ଦେଖିଲେ, ଆସାମରେ ସର୍ବାଧିକ ୭୪.୯ ପ୍ରତିଶତ ଭୋଟ୍ ହେଇଛି ।

ସେହିପରି ମହାରାଷ୍ଟ୍ରରେ ସର୍ବନିମ୍ନ ୫୩.୪ ପ୍ରତିଶତ ଭୋଟିଂ ହେଇଛି । ଅନ୍ୟପଟେ ବିହାରରେ ୫୬.୦୧ ପ୍ରତିଶତ, ଛତିଶଗଡରେ ୬୬.୮୭ ପ୍ରତିଶତ, ଗୁଜରାଟରେ ୫୫.୨୨ ପ୍ରତିଶଥ, କର୍ଣ୍ଣାଟକରେ ୬୬.୦୫ ପ୍ରତିଶତ, ମଧ୍ୟପ୍ରଦେଶରେ ୬୨.୨୮ ପ୍ରତିଶତ ,ପଶ୍ଚିମବଙ୍ଗରେ ୭୩.୯୩ ପ୍ରତିଶତ, ଦାଦ୍ରା ଏବଂ ନାଗର ହାଭେଲିରେ ୬୫.୨୩% ଏବଂ, ଗୋଆରେ ୭୨.୫୨% । ଭୋଟିଂ ହୋଇଛି ।

voter

ସୁଚନାନୁସାରେ ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା । ୧୦ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୩ଟି ଲୋକସଭା ଆସନରେ ଆଜି ଭୋଟ ଗ୍ରହଣ ହୋଇଥିଲା । ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଥିବା ବେଳେ, ଏହା ପୂର୍ବରୁ ମକ୍ ପୋଲିଂ ହୋଇଥିଲା । ଆଜି ତୃତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ, ଗୋଆ ଏବଂ ଦାଦ୍ରା ନଗର ହାଭେଳି ଓ ଦାମନ ଡିଉ ପାଇଁ ଭୋଟ ଗ୍ରହଣ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+