ଆଜି ଦେଶବ୍ୟାପି ୬ ଘଣ୍ଟିଆ ‘ଅଲ ଇଣ୍ଡିଆ ବ୍ରେକଡାଉନ୍, ଓଲା, ଉବେର ଓ ରାପିଡୋ ଡ୍ରାଇଭର୍‌ଙ୍କ ଧର୍ମଘଟ

ଆଜି ଦେଶବ୍ୟାପୀ ଧର୍ମଘଟ କରିବେ ଓଲା, ଉବେର ଓ ରାପିଡୋ ଡ୍ରାଇଭର । ଅନଲାଇନ୍ ପ୍ଲାଟଫର୍ମରେ ଚାଲୁଥିବା ଏଗ୍ରିମେଣ୍ଟ ବା ମାଲିକ ମାନଙ୍କ ଶୋଷଣ ବିରୋଧରେ ୬ ଘଣ୍ଟିଆ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି । ଏହି ବିରୋଧ ପ୍ରଦର୍ଶନର ନାଁ ଦିଆଯାଇଛି 'ଅଲ ଇଣ୍ଡିଆ ବ୍ରେକଡାଉନ୍' । ଏହି ଆନ୍ଦୋଳନ ତେଲେଙ୍ଗାନା ଗିଗ୍ ଓ ପ୍ଲାଟଫର୍ମ କର୍ମଚାରୀ ସଂଘ ଦ୍ବାରା ପରିଚାଳନା ହେବ । ଯାହାଦ୍ବାରା ଅନେକ ସାଧାରଣ ଲୋକ, ଯେଉଁମାନେ ଓଲା, ଉବେରୋ ଓ ରାପିଡୋ ଉପରେ ନିର୍ଭର କରନ୍ତି ସେମାନେ ସମସ୍ୟା ଭୋଗିବେ।

All India Breakdown

କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ, ସଂଘ ମୋଟର ଯାନବାହନ ଏଗ୍ରିଗେଟର ନିର୍ଦ୍ଦେଶାବଳୀ, ୨୦୨୫କୁ ଉଲ୍ଲେଖ କରିଛି। ଯେଉଁଥିରେ କୁହାଯାଇଛି, ଅନେକ ରାଜ୍ୟରେ ଓଲା, ଉବେର ଓ ରାପିଡୋ ଭଳି ଏଗ୍ରିଗେଟର ମାନେ ୨୦୨୫ରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ମେଟ୍ରୋ ଭେଇକିଲ୍ ଏଗ୍ରିଗେଟର ଗାଇଡଲାଇନ୍ ମାନୁନାହାନ୍ତି । ରାଜ୍ୟମାନେ ଏ ନେଇ କଠୋର ହେଉନାହାନ୍ତି । ଆପ୍ଲିକେସନରେ ଦିଆଯାଉଥିବା ଆଲଗୋରିଦମ୍ ଓ ଅନ୍ୟ କିଛି କାରଣ ବାହାନାରେ ସେମାନଙ୍କର ଆୟ ବା ପ୍ରାପ୍ୟ କମିଯାଉଛି । ସେମାନଙ୍କୁ ଏଗ୍ରିଗେଟର ଗାଇଡଲାଇନ୍ ଅନୁସାରେ ମୂଳ ପ୍ରାପ୍ୟ ବି ମିଳୁନାହିଁ । ଅନ୍ୟପଟରେ ବ୍ୟବସାୟିକ କ୍ଷେତ୍ରରେ ଘରୋଇ ଗାଡ଼ି ଲଗାଇବାକୁ ବିରୋଧ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+