ବୋରୱେଲରୁ ହେଲେ ସୁରକ୍ଷିତ ଉଦ୍ଧାର ହେଲେ ଡାକ୍ତରଖାନାରେ ଚାଲିଗଲା ଜୀବନ

ରାଜଗଡ ବୋରୱେଲ ଦୁର୍ଘଟଣା: ୧୦ ଘଣ୍ଟା ଧରି ବୋରୱେଲ ଭିତରେ ଜୀବନ-ମୃତ୍ୟୁ ମଧ୍ୟରେ ଚାଲିଥିଲା ସଂଘର୍ଷ । ହେଲେ ଶେଷରେ ଆଖିବୁଜି ଦେଇଥି କୁନି ଛିଅ ମାହି । ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରେ । ଯେଉଁଠି ଏକ ବୋରୱେଲରେ ପଡ଼ିଯାଇଥିଲା ଜଣେ ୫ ବର୍ଷର ବାଳିକାକୁ ଗତକାଲି ବିଳମ୍ବିତ ରାତିରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଜିଲ୍ଲା ପ୍ରଶାସନ ସହିତ NDRF ଏବଂ SDRF ଉଦ୍ଧାର କାର୍ଯ୍ୟକୁ ସଫଳ କରିଥିଲେ । ଗୁରୁତର ଅବସ୍ଥାରେ ପିଲାଟିକୁ ଭୋପାଳସ୍ଥିକ ହମିଦିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ଚିକିତ୍ସିତ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ନେଇ ଖବର ରହିଛି ।

ସୂଚନାଥାଉ ଯେ, ୫ ବର୍ଷର ବାଳିକାକୁ ବୋରୱେଲ୍ ଭିତରେ ପଡିଯାଇଥିବା ଖବର ପାଇ ଖଟଣା ସ୍ଥଳରେ ପହଞ୍ଚିଥିଲା ଉଦ୍ଧାରକାରୀ ଟିମ୍ । ପ୍ରାୟ ୧୦ ଘଣ୍ଟା ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ପରେ ରାଜଗଡରେ ଏକ ବୋରୱେଲରେ ପଡ଼ିଥିବା ଜଣେ ପାଞ୍ଚ ବର୍ଷର ବାଳିକାକୁ ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଥିଲା। ଜିଲ୍ଲା ପ୍ରଶାସନ ସହିତ NDRF ଏବଂ SDRF ଉଦ୍ଧାର କାର୍ଯ୍ୟ କରିଥିଲେ। ଏହି ମାମଲା ବୋଡା ପୋଲିସ ଷ୍ଟେସନ ପରିସରର ପିପଲିୟା ରସୋଡା ଗ୍ରାମ ସହିତ ଜଡିତ ।

Madhya Pradesh

ସୂଚନାଥାଉ ଯେ, ମଙ୍ଗଳବାର ସନ୍ଧ୍ୟାରେ ଖେଳିବାବେଳେ ଝିଅଟି ବୋରୱେଲରେ ପଡ଼ିଯାଇଥିଲା। ସୂଚନା ପାଇବା ପରେ ଦଳ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବୋରୱେଲରେ ପଡ଼ିଯିବା ଘଟଣାର ଅବଗତ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜଗଡ ଜିଲ୍ଲା ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+