Get Updates
Get notified of breaking news, exclusive insights, and must-see stories!

ନଦୀରେ ଗାଧୋଇବା ହେଲା କାଳ, ଚାଲିଗଲା ୫ ଜୀବନ

ତେଲେଙ୍ଗାନାର ବାସରା ନିକଟସ୍ଥ ଗୋଦାବରୀ ନଦୀରେ ବୁଡି ୫ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମନ୍ଦିର ଦର୍ଶନ କରିବା ପୂର୍ବରୁ ନଦୀରେ ଗାଧୋଇବା ସମୟରେ ପ୍ରାଣ ହରାଇଥିବା ନେଇ ପୋଲିସ କହିଛି। ପୋଲିସର ସୂଚନା ଅନୁଯାୟୀ, ହାଇଦ୍ରାବାଦର ପ୍ରାୟ ୨୦ ଜଣଙ୍କ ଏକ ଦଳ ପ୍ରସିଦ୍ଧ ଜ୍ଞାନ ସରସ୍ୱତୀ ମନ୍ଦିରରେ ପ୍ରାର୍ଥନା କରିବାକୁ ବାସରା ଯାଇଥିଳେ । ମନ୍ଦିର ଦର୍ଶନ କରିବା ପୂର୍ବରୁ, ଏହି ଗୋଷ୍ଠୀର ପାଞ୍ଚ ଜଣ ଯୁବକ ନଦୀରେ ସ୍ନାନ କରିବାକୁ ପ୍ରବେଶ କରିଥିଲେ।

dead in water

ଜଳସ୍ତର ହଠାତ୍ ବୃଦ୍ଧି ପାଇଥିଲା , ଯେଉଁ କାରଣରୁ ପ୍ରବଳ ସ୍ରୋତରେ ଯୁବକ ମାନେ ଭାସି ଯାଇଥିଲେ। ପରେ ଉଦ୍ଧାରକାରୀ ଦଳ ମୃତଦେହ ଗୁଡିକୁ ଉଦ୍ଧାର କରି ନିକଟସ୍ଥ ଏକ ସରକାରୀ ହସ୍ପିଟାଲକୁ ପଠାଇଥିଲେ । ତେବେ ସେଠାରେ ଡାକ୍ତର ମାନେ ନିଶ୍ଚିତ କରିଥିଲେ ଯେ, ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇସାରିଛି। ପରେ ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ପୋଲିସ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+