ଲଦାଖରେ ମର୍ମନ୍ତୁଦ ଦୁର୍ଘଟଣା, ୫ଜଣଙ୍କ ଗଲା ଜୀବନ, ୨ ଗୁରୁତର

ଲଦାଖ କାର୍ଗିଲ୍‍ର ୧ନମ୍ବର ଜାତୀୟ ରାଜପଥର କାଟପକାସି ଶିଲିଖେଠାରେ ଏକ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି ।ଅନ୍ୟ ଦୁଇ ଜଣ ଏଥିରେ ଆହତ ହୋଇଛନ୍ତି । ଏକ ସ୍କର୍ପିଓ ଏବଂ ଟ୍ରିପର୍‍ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ହୋଇଛି ।

ladakh road accident

ଆହତଙ୍କୁ କାର୍ଗିଲ୍‍ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଲଦାଖ ପୁଲିସ୍‍, ଭାରତୀୟ ସେନା ଏବଂ ସ୍ଥାନୀୟ ସ୍ୱଚ୍ଛାସେବୀ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+