ଭାରସାମ୍ୟ ହରାଇ ପରେ ନଦୀରେ ଖସିଲା କାର୍,ଚାଲିଗଲା ୫ ଜୀବନ

ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲାରେ ବଡ ଦୁର୍ଘଟଣା ଘଟିଛି । ନଦୀରେ କାର୍ ଖସିପଡି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛି । ସୂଚନାନୁଯାୟୀ, ଦୁର୍ଘଟଣାଗ୍ରସ୍ତ କାରଟି ପାଲଘରରୁ ନାଲାସୋପାରା ସହରକୁ ଆସୁଥିବାବେଳେ ଏପରି ଅଘଟଣ ଘଟିଥିଲା ।

CAR ACCIDENT

ସୋମବାର ଦିନ ସକାଳ ପ୍ରାୟ ୫.୪୫ ମିନିଟ୍ ପାଖାପାଖି ଏହି ଅଘଟଣ ଦେଖିବାକୁ ମିଳିଥିଲା । ପ୍ରଥମେ କାର୍ ଡିଭାଇଡର ସହ ଧକ୍କା ହୋଇଥିଲା । ଭାରସାମ୍ୟ ହରାଇ ପରେ ନଦୀରେ କାରଟି ଖସିପଡିଥିଲା । ଫଳରେ ଘଟଣାସ୍ଥଳରେ ସେହି ଗାଡିରେ ଥିବା ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ତିନି ଜଣ ମହିଳା ଥିବାବେଳେ ୨ଜଣ ପୁରୁଷ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+