Get Updates
Get notified of breaking news, exclusive insights, and must-see stories!

ହାତୀ ପଲଙ୍କ ହାବୁଡରେ ପଡ଼ିଗଲେ ପୂରା ପରିବାର,୬ ମୃତ

ଜଙ୍ଗଲୀ ହାତୀ ପଲଙ୍କ ହାବୁଡରେ ପଡ଼ିଗଲେ ପୂରା ପରିବାର । ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ସମେତ ଅତି କମରେ ୬ ଜଣଙ୍କୁ ଦଳି ମାରିଦେଇଛି ହାତୀ । ଝାଡ଼ଖଣ୍ଡର ହଜାରୀବାଗ ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି । ବନ ଅଧିକାରୀଙ୍କ ସୂଚନା ଅନୁସାରେ ଗତ କିଛି ଦିନ ଧରି ଅନେକ ଲୋକଙ୍କୁ ଆକ୍ରମଣ କରିଥିବା ହାତୀ ଦଳ ଗୁରୁବାର ରାତିରେ ଚର୍ଚ୍ଚୁ ବ୍ଲକର ଗୋଣ୍ଡୱାର ଗାଁରେ ପ୍ରବେଶ କରି ଶୁକ୍ରବାର ଭୋର ସମୟରେ ଛଅ ଜଣଙ୍କୁ ଦଳି ଦେଇଛି । ହଜାରୀବାଗ ପୂର୍ବ ବନ ଅଧିକାରୀ ଡିଏଫଓ ବିକାଶ କୁମାର ଉଜ୍ଜ୍ୱଳ ପିଟିଆଇକୁ କହିଛନ୍ତି ।

Elephants

ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଅଛନ୍ତି । ଗୋଟିଏ ପିଲା ମଧ୍ୟ ଗୁରୁତର ଆହତ ହୋଇଛି । ଚିକିତ୍ସା ପାଇଁ ହଜାରୀବାଗର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ କିଛି ଦିନ ଧରି ବୋକାରୋ, ରାମଗଡ଼ ଏବଂ ହଜାରୀବାଗ ଜିଲ୍ଲାରେ ବୁଲୁଥିବା ହାତୀ ଦଳି ଦେଇଥିଲା ଏବଂ ପୂର୍ବରୁ ବୋକାରୋରେ ବ୍ୟାପକ କ୍ଷତି ଘଟାଇଥିଲା, ଉଜ୍ଜ୍ୱଳ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+