ଛତିଶଗଡ଼ ଏନକାଉଣ୍ଟର: ୪ ନକ୍ସଲ ନିହତ
ଛତିଶଗଡ଼: ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର । ସ୍ପେସାଲ ଟାସ୍କ ଫୋର୍ସ ଓ ମାଓବାଦୀ ମଧ୍ୟ ଗୁଳି ବିନିମୟ ହୋଇଛି । ସ୍ପେସାଲ ଟାସ୍କ ଫୋର୍ସ ଏମକାଉଣ୍ଟରରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି । ମର୍ତୁର ଥାନାରୁ ୧୪ କିମି ଦୂର ପୋମରା ଜଙ୍ଗଲରେ ଏନକାଉଣ୍ଟର ହୋଇଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ୫୦ ନକ୍ସଲ ଏକାଠି ନକ୍ସଲ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ବଡ଼ଧରଣର ଆକ୍ରମଣ କରିବାର ଯୋଜନା କରୁଥିବା ବେଳେ ଖବର ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଯାହା ପରେ ସ୍ପେସାଲ ଟାସ୍କ ଫୋର୍ସ ଓ ମାଓବାଦୀ ମଧ୍ୟ ଗୁଳି ବିନିମୟ ହୋଇଥିଲା । ଯେଉଁ ସମୟରେ ୪ ମାଓବାଦୀ ନିହତ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଥିଲା ।












Click it and Unblock the Notifications