ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ନକ୍ସଲ ଏନକାଉଣ୍ଟର : ଟଳିଲେ ୪ ମାଓବାଦୀ

ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୪ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି। ବିଶେଷ ସୂତ୍ରରୁ ବିଜାପୁର ପୁଲିସ ଖବର ପାଇ ଦକ୍ଷିଣ ପଶ୍ଚିମ ଅଂଚଳରେ ନକ୍ସଲ କ୍ୟାମ କରି ରହିଥିବା ଜାଣିବା ପରେ ପୁଲିସ ଚଢ଼ାଉ କରିଥିଲେ।

Maoists

ଆଜି ସନ୍ଧ୍ୟାରେ ପୁଲିସ ସହ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଓପେରସନ କରୁଥିବା ବେଳେ ୪ ଜଣ ନକ୍ସଲଙ୍କ ମୃତଦେହ ଜବତ କରିବା ସହ ଏସଏଲଆର, ଇନସାସ ବନ୍ଧୁକ ସହିତ ଗୁଳି ମଧ୍ୟ ଜବତ କରଯାଇଛି। ଗୁଳିବିନିମୟ ବର୍ତ୍ତମାନ ମଧ୍ୟ ଚାଲିଛି। ଯବାନ ଫେରିବା ପରେ ସବିଶେଷ ବିବରଣୀ ମିଳିବ ବୋଲି କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+