Get Updates
Get notified of breaking news, exclusive insights, and must-see stories!

ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୪ ଯବାନ ସହିଦ

Sikkim Pakyong Accident: ଗୁରୁବାର ଦିନ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଭାରତୀୟ ସେନାର ୪ ଜଣ ଯବାନ ସହିଦ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସିକ୍କିମର ପାକ୍ୟୋଙ୍ଗ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛି ସେନା ଗାଡି । ଏହି ସମୟରେ ସେନା ଗାଡ଼ି ୭୦୦ ରୁ ୮୦୦ ଫୁଟ ଗଭୀର ଘାଇକୁ ଖସି ପଡିଛି । ଏହି ଦୁର୍ଘଟଣାରେ ୪ ଜଣ ଯବାନ ସହିଦ ହୋଇଛନ୍ତି ।

Sikkim road accident

ଅଧିକାରୀଙ୍କ କହିବାନୁସାରେ, ମୃତ କର୍ମଚାରୀମାନେ ହେଲେ ମଧ୍ୟପ୍ରଦେଶର ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁରର କାରିଗର ଡବ୍ଲୁ ପିଟର, ହରିୟାଣାର ନାୟକ ଗୁରୁସେଭ ସିଂ ଏବଂ ତାମିଲନାଡୁର ସୁବେଦାର କେ ଥାଙ୍ଗାପାଣ୍ଡି । ସମସ୍ତ ମୃତ ସେନା କର୍ମଚାରୀ ପଶ୍ଚିମବଙ୍ଗର ବିନାଗୁରୀର ଏକ ୟୁନିଟର ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+