ଦିନ ୧ ଟା ସୁଦ୍ଧା ୩୯.୧୩% ମତଦାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଆଜି (ଶନିବାର) ଭୋଟ୍ ଗ୍ରହଣ ହେଉଛି ଷଷ୍ଠ ପର୍ଯ୍ୟାୟରେ ୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ୍ ୫୮ଟି ଆସନରେ ଭୋଟ୍ ଗ୍ରହଣ ଚାଲିଛି ।

Election

ଏହି ପର୍ଯ୍ୟାୟରେ ୮୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର । ଦିଲ୍ଲୀର ସମସ୍ତ ୭ଟି ଆସନ, ଉତ୍ତରପ୍ରଦେଶରେ ୧୪ ଆସନ, ହରିୟାଣାରେ ସମସ୍ତ ୧୦ ଲୋକସଭା ଆସନ, ବିହାର ଏବଂ ପଶ୍ଚିମବଙ୍ଗରେ ୮ ଲେଖାଏଁ ଆସନ, ଓଡ଼ିଶାରେ ୬, ଝାଡ଼ଖଣ୍ଡରେ ୪ ଏବଂ ଜମ୍ମୁ କାଶ୍ମୀରରେ ଗୋଟିଏ ଆସନରେ ଭୋଟ୍ ଗ୍ରହଣ ହେଉଛି ।

ଷଷ୍ଠ ପର୍ଯ୍ୟାୟରେ ଦେଶର ୫୮ ଟି ଆସନରେ ଅନୁଷ୍ଠିତ ନିର୍ବାଚନରେ ମଧ୍ୟାହ୍ନ ୧ ଟା ସୁଦ୍ଧା ଦେଶରେ ମୋଟ ହୋଇଛି ୩୯.୧୩% ଭୋଟ୍ ଗ୍ରହଶ ହୋଇଛି ।
ଦିନ ୧ଟା ସୁଦ୍ଧା ପଶ୍ଚିମବଙ୍ଗରେ ସର୍ବାଧିକ ୫୪.୮୦ ପ୍ରତିଶତ ମତଦାନ ହୋଇଛି । ଉତ୍ତରପ୍ରଦେଶରେ ୩୭.୨୩ ପ୍ରତିଶତ, ବିହାରରେ ୩୬.୪୮ ପ୍ରତିଶତ, ଝାଡଖଣ୍ଡରେ ୪୨.୫୪ ପ୍ରତିଶତ, ହରିୟାଣାରେ ୩୬.୪୮ ପ୍ରତିଶତ, ଦିଲ୍ଲୀରେ ୩୪.୩୭ ପ୍ରତିଶତ ଏବଂ ଜାମ୍ମୁ କାଶ୍ମୀରର ଅନନ୍ତନାଗ ରଜୋରୀରେ ୩୫.୨୨ ପ୍ରତିଶତ ମତଦାନ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+