ଛତିଶଗଡ଼ରେ ଅପରେସନ୍ ବ୍ଲାକ୍ ଫରେଷ୍ଟ୍; ୩୧ ମାଓବାଦୀ ମୃତ
ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ ବିଜାପୁର ଜଙ୍ଗଲରେ ଯବାନଙ୍କ ବଡ଼ ଅପରେସନ । ଯବାନଙ୍କ ଏନକାଉଣ୍ଟରରେ ୩୧ ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । ବୁଧବାର ସକାଳେ କାରେଗୁଟ୍ଟା ପାହାଡ଼ର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ଯାଉଥିବା ବେଳେ ମାଓବାଦୀଙ୍କ ସହିତ ସୁରକ୍ଷା ବଳଙ୍କ ଗୁଳିବିନିମୟ ହୋଇଥିଲା ।

ନକ୍ସଲଙ୍କ ବିରୋଧରେ ମିଶନ ସଂକଳ୍ପ ଅଭିଯାନରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳଙ୍କ ବଡ଼ ଅପରେସନ ଜାରି ରହିଛି । ଅପରେସନରେ ଜିଲ୍ଲାର ରିଜର୍ଭ ଫୋର୍ସ, ଡିଆରଜି, କୋବ୍ରା ବାଟାଲିୟନ, ସ୍ପେଶାଲ୍ ଟାସ୍କ ଫୋର୍ସ ଓ ରାଜ୍ୟ ପୋଲିସର ସମସ୍ତ ୟୁନିଟ ୨୪ଶହରୁ ଅଧିକ ସୁରକ୍ଷା ବଳ ସାମିଲ ହୋଇଛନ୍ତି । ଏବେବି ବିଜାପୁର ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।
More From
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications