ଦିଲ୍ଲୀରେ ଭୁଶୁଡ଼ିଲା କୋଠା ତିନି ମୃତ, ଅନେକ ଆହତ

ରାଜଧାନୀ ଦିଲ୍ଲୀରେ ଭୁଶୁଡିଲା ବିଲିଡିଂ । ଦରିଆଗଞ୍ଜ ଅଞ୍ଚଳରେ ଥିବା ଏକ ବିଲିଡିଂ ଭୁଶୁଡିବା ଯୋଗୁଁ ୩ ଜଣଙ୍କ ଜୀବନ ଚାଲିଯାଇଛି । ବିଲିଡିଂ ଭୁଶୁଡିବା ପରେ ଏହାତଳେ ଚାପି ହୋଇ ୩ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ବିଲିଡିଂ ଭୁଶୁଡିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି । ଏହି ଅଞ୍ଚଳ ପୁରୁଣା ଦିଲ୍ଲୀର ଭିଡ଼ ସ୍ଥାନ ।

building

ଖବର ମୁତାବକ, ଦିଲ୍ଲୀ ଦରିଆଗଞ୍ଜ ଅଞ୍ଚଳରେ ଅପରାହ୍ନ ୧୨.୧୪ ମିନିଟରେ ଏକ ପୁରୁଣା ବିଲିଡିଂ ଭୁଶୁଡି ପଡିଥିଲା । ସୂଚନା ପାଇବା ପରେ ଦମକଳ ଟିମର ୪ଟି ଗାଡି ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସଦ୍ଭାବନା ପାର୍କ ନିକଟରେ ଥିବା ଏହି ବିଲିଡିଂ ବହୁତ ପୁରୁଣା ହୋଇଥିଲା । ବିଲିଡିଂ ଭୁଶୁଡିବା ଯୋଗୁଁ ଘଟଣା ସ୍ଥଳରେ ଥିବା ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମୃତ ଦେହକୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+