ପୋଲିସ-ମାଓ ମଧ୍ୟରେ ଗୁଳିବିନିମୟ: ଏନକାଉଣ୍ଟରେ ୩ ମାଓବାଦୀ ନିହତ
ଛତିଶଗଡ଼ରେ ପୋଲିସ-ମାଓ ମଧ୍ୟରେ ଗୁଳିବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି । ଦନ୍ତେୱାଡ଼ା ଓ ବିଜାପୁର ଜିଲ୍ଲା ସାମୀନ୍ତରେ ଏନକାଉଣ୍ଟର ହୋଇଛି । ପୋଲିସ ଏନକାଉଣ୍ଟରରେ ୩ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସେହିପରି ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।













Click it and Unblock the Notifications