ବାଣ କାରଖାନାରେ ବସ୍ଫୋରଣ:୩ ମୃତ

Karnataka News: ବାଣ କାରଖାନାରେ ବିସ୍ଫୋରଣ । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଚିକିତ୍ସା ଜାରି ରହିଛି । ଦକ୍ଷିଣ କନ୍ନଡର ବେଲଥାନଗଡ଼ି ବାଣ କାରଖାନାରେ ଏପରି ବିସ୍ଫୋରଣ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି ।

ରିପୋର୍ଟ ଅନୁସାରେ, ବାଣ କାରଖାନାରେ ନିଆଁ ଲାଗିବା ସମୟରେ ପ୍ରାୟ ୯ ଜଣ ଗୋଦାମ ଭିତରେ ଉପସ୍ଥିତ ଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଏହାର ଶଦ୍ଦ ସୁଣିବା ପାଇଁ ମିଳିଥିଲା । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଟିମ୍ ପହଞ୍ଚି ନିଆଁ ଆୟତ କରିବାରେ ସଫଳ ହୋଇଥିଲା । ସେହିପରି ପୋଲିସ ପହଞ୍ଚି ଏହି ଘଟଣାର ଜାଞ୍ଚ୍ ଆରମ୍ଭ କରିଛି ।

Karnataka Blast

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ବାଣ କାରଖାନାରେ କେରଳର ଜଣେ ବ୍ୟକ୍ତିଙ୍କ ଅଟେ । ଏହି ଘଟଣାର ନେଇ ବର୍ତ୍ତମାନ ମାଣ ଗୋଦାମକ ମାଲିକଙ୍କ ସମେତ ଆଉ ଜଣଙ୍କୁ ଗିରଫ କରାଯାଇଛି ଏବଂ ପଚରାଉଚରା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+