ସିକ୍କିମରେ ଭୂ-କମ୍ପ ଝଟକା
ଗ୍ୟାଙ୍ଗଟକ୍,: ସିକ୍କିମରେ ଭୂ-କମ୍ପ ଝଟକା , ମଙ୍ଗଳବାର ଅପରାହ୍ନରେ ରାଜ୍ୟର କିଛି ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ଥିବା ଜଣାପଡ଼ିଛି।

ତେବେ ଭୂକମ୍ପରେ ଜନଜୀବନ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ତେବେ ଗ୍ୟାଙ୍ଗଟକ୍ରେ ୫ କିମି ତଳେ ଭୂକମ୍ପ ଝଟ୍କା ଆସିଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।












Click it and Unblock the Notifications