୧୦ ମହିଳାଙ୍କ ସମେତ ୨୯ ମାଓବାଦୀ କଲେ ଆତ୍ମସମର୍ପଣ

ଛତିଶଗଡ଼ରେ ଆଜି ୧୦ ମହିଳାଙ୍କ ସମେତ ମୋଟ୍‍ ୨୯ ଜଣ ମାଓବାଦୀ ପୁଲିସ୍‍ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ଲାଗି ପ୍ରାୟ ୫୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଦନ୍ତେୱାଡ଼ା ଜିଲ୍ଲାରେ ୨୧ ଜଣ ଏବଂ ନାରାୟଣପୁର ଜିଲ୍ଲାରେ ୮ ଜଣ ମାଓବାଦୀ ପୁଲିସ୍‍ ଏବଂ କେନ୍ଦ୍ରୀୟ ସଶସ୍ତ୍ର ବାହିନୀର ବରିଷ୍ଠ ଅଧିକାରୀଙ୍କ ନିକଟରେ ଅସ୍ତ୍ର ସମର୍ପଣ କରିଛନ୍ତି ।

naxal

ରାଜ୍ୟ ସରକାରଙ୍କ ପୁନଃ ଥଇଥାନ୍‍ ନୀତି ଅନୁଯାୟୀ ଆତ୍ମସମର୍ପଣ କରିଥିବା ପ୍ରତ୍ୟେକ ମାଓବାଦୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଏତଦ୍‍ବ୍ୟତୀତ ଦକ୍ଷତା ବିକାଶ ଲାଗି ସେମାନଙ୍କୁ ସରକାରଙ୍କ ପକ୍ଷରୁ ତାଲିମ୍‍ ପ୍ରଦାନ କରାଯିବା ସହିତ ଚାଷ ଲାଗି ଜମି ମଧ୍ୟ ଯୋଗାଇ ଦିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+