Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀରେ ଚିହ୍ନଟ ହେଲା ୨୪ JN-1 ମାମଲା

ନୂଆଦିଲ୍ଲୀ:ଦେଶର ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ -୧୯ ସବ ଭାରିଆଣ୍ଟ ଜେଏନ୍‌.୧ର ୨୪ଟି ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ ତିନିଜଣ ଆକ୍ରାନ୍ତ ଦିଲ୍ଲୀ ବାହାରେ ରହୁଛନ୍ତି । ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି । ଅଧିକାରୀଙ୍କ କହିବାନୁସାରେ, ସମସ୍ତ ଆକ୍ରାନ୍ତ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଆକ୍ରାନ୍ତମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ଥିବାରୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ।

ଜଣେ ଅଧିକାରୀ କହିଛନ୍ତି, ଜେଏନ୍‌.୧ ସବ-ଭାରିଆଣ୍ଟର ପ୍ରଥମ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ କିଛି ଦିନ ମଧ୍ୟରେ ସଂକ୍ରମଣରୁ ସୁସ୍ଥ ହୋଇଥିଲେ । ଦିଲ୍ଲୀ ବାହାରେ ଥିବା ତିନି ଆକ୍ରାନ୍ତଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ନିଶ୍ଚିତ ହୋଇଥିଲା । ଅଦ୍ୟାବଧି ଅଧିକାଂଶ ଆକ୍ରାନ୍ତ ଘରେ ଆଇସୋଲେଶନରେ ରହି ସୁସ୍ଥ ହୋଇଯାଇଛନ୍ତି ।

delhi jn 1 case

ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀରେ ଜେଏନ୍‌.୧ର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା । ଅଧିକାରୀ ଗଣକ ଆହୁରି କହିଛନ୍ତି ଯେ ରୋଗୀମାନଙ୍କ ପାଖରେ ବିଶେଷ କୌଣସି ଲକ୍ଷଣ ଦେଖାଉ ନାହାିଁ ଏବଂ ଦୁଇରୁ ତିନି ଦିନ ମଧ୍ୟରେ ସୁସ୍ଥ ହେଉଛନ୍ତି ରୋଗୀ । ଗତ ସପ୍ତାହ ପର୍ଯ୍ୟନ୍ତ, ଦିଲ୍ଲୀରେ ଜେଏନ.୧ ର ୧୬ ଟି ମାମଲା ରହିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+