Ahmedabad plane crash: ୨୧୧ ପୀଡ଼ିତଙ୍କ ଡିଏନଏ ମ୍ୟାଚ, ୧୮୯ମୃତଦେହ ପରିବାରକୁ ହସ୍ତାନ୍ତର
ଅହମ୍ମଦାବାଦରେ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ ୨୧୧ ଜଣଙ୍କ ଡି.ଏନ୍.ଏ. ଚିହ୍ନଟ କରାଯାଇଛି । ଇତିମଧ୍ୟରେ ୧୮୯ ଜଣଙ୍କ ମୃତ ଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲ୍ର ଡାକ୍ତର ରାକେଶ ଯୋଶୀ ଗଣମାଧ୍ୟମକୁ କହିଛନ୍ତି ।

ସେ କହିଛନ୍ତି, ଅନେକ ମୃତ ଦେହ ଦଗ୍ଧ ହୋଇଯାଇଥିବା କିମ୍ବା ସମ୍ପୂର୍ଣ ନଷ୍ଟ ହୋଇଥିବାରୁ ସେମାନଙ୍କ ପରିଚୟ ପାଇବା ଲାଗି ଡି.ଏନ୍.ଏ. ନମୁନା ମେଳ କରାଯାଉଛି ।












Click it and Unblock the Notifications