ଦିନ ୧ଟା ସୁଦ୍ଧା କେଉଁଠି ହୋଇଛି କେତେ ପ୍ରତିଶତ ଭୋଟ?

ନୂଆଦିଲ୍ଲୀ: ଆଜି ଦେଶରେ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଚାଲିଛି ମତଦାନ । ୯୩ ଲୋକସଭା ଆସନ ପାଇଁ ୧ ଲକ୍ଷ ୮୫ ହଜାର ବୁଥରେ ଭୋଟିଂ ଚାଲିଛି । ଏହି ପର୍ଯ୍ୟାୟରେ ହେବିୱେଟ୍ ନେତାଙ୍କର ହେବ ଭାଗ୍ୟ ପରୀକ୍ଷା ।

ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶରଦ ପାୱରଙ୍କ ଝିଅ ସୁପ୍ରିୟା ସୁଲେ, ଅଖିଳେଶ ଯାଦଙ୍କ ପତ୍ନୀ ଡିମ୍ପଲ ପ୍ରମୁଖଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଆଉ ଆଜି ଦିନ ୧ଟା ସୁଦ୍ଧା ପଶ୍ଚିମବଙ୍ଗ -୪୯.୨୭ , ଗୋଆ -୪୯.୦୪ , ଛତିଶଗଡ -୪୬.୧, ଆସାମ -୪୫.୮୮ , ମଧ୍ୟପ୍ରଦେଶ -୪୪.୬୭. କର୍ଣ୍ଣାଟକ -୪୧.୫୯ ,

vote

ଦାଦ୍ରା ଏବଂ ନାଗର ହାଭେଲି, ଦାମନ ଏବଂ ଡିୟୁ- ୩୯.୯୪ , ଉତ୍ତରପ୍ରଦେଶ-୩୮.୧୨, ଗୁଜୁରାଟ-୩୭.୮୩ , ବିହାର- ୩୬.୬୯ , ମହାରାଷ୍ଟ୍ର: ୩୧.୫୫ ପ୍ରତିଶ ଭୋଟ ଗ୍ରହଣ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+