୨୦୧୬ ବିମୁଦ୍ରୀକରଣ ପ୍ରସଙ୍ଗ: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

୨୦୧୬ ବିମୁଦ୍ରୀକରଣ ପ୍ରସଙ୍ଗ, ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି,

ନୂଆଦିଲ୍ଲୀ: ନଭେମ୍ବର ୮, ୨୦୧୬ରେ ହୋଇଥିବା ବିମୁଦ୍ରୀକରଣ ପ୍ରସଙ୍ଗରେ ହୋଇଥିବା ଆବେଦନ ଗୁଡିକ ଉପରେ ଆଜି ଶୁଣାଣି କରିବେ ସୁପ୍ରମକୋର୍ଟରେ । ସୁପ୍ରିମକୋର୍ଟଙ୍କ ଏକ ୫ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ତପୀଠ ଏହି ଆବେଦନଗୁଡିକର ଶୁଣାଣି କରିବେ । ବିମୁଦ୍ରୀକରଣ ପାଇଁ ଆବଶ୍ୟକ ପ୍ରକ୍ରିୟା ପାଳନ କରାଯାଇନଥିଲା ଏବଂ ମନଇଚ୍ଛା ନିଷ୍ପତ୍ତି ନିଆଯାଇଛି ବୋଲି ଏହି ନିବେଦନଗୁଡିକରେ ଦାବି କରାଯାଇଛି ।

Supreme Court

ସୁପ୍ରିମକୋର୍ଟ ଏହା ପୂର୍ବରୁ ଡିସେମ୍ବର ୭ ରେ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କକୁ ୨୦୧୬ ରେ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ ନିଷ୍ପତ୍ତି ନେଇଥିବା ରେକର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରି ନିଷ୍ପତ୍ତି ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଆବେଦନକାରୀ ମଧ୍ୟ ନିୟମ ଫ୍ରେମ୍ କରିବାକୁ କୋର୍ଟଙ୍କୁ ଦାବି କରିଛନ୍ତି ।

ବିମୁଦ୍ରୀକରଣ ପ୍ରସଙ୍ଗକୁ ନେଇ ମୋଟ୍ ୫୮ଟି ଆବେଦନ ହୋଇଥିଲା । ସରକରା ଘୋଷଣା କରିଥିବା ବିମୁଦ୍ରୀକରଣକୁ ବେଆଇନ ଦର୍ଶାଇ ଏହି ମାମଲା ଗୁଡିକ ହୋଇଥିଲା । ତେବେ ୧୦୧୬ ମସିହା ନଭେମ୍ବର ୮ ତାରିଖରେ ସରକାର ବିମୁଦ୍ରୀକରଣ ଘୋଷଣା କରିଥିଲେ । ପୁରୁଣା ୫ ଶହ ଏବଂ ୧ ହଜାର ଟଙ୍କିଆ ନୋଟକୁ ବିମୁଦ୍ରୀକରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର କଳାଧନ ବିରୋଧରେ ଏକ ବଡ଼ ପଦକ୍ଷେପ ବୋଲି ଦର୍ଶାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+