Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀରୁ ୨୦ ଜଣ ଅବୈଧ ବାଂଲାଦେଶୀ ନାଗରିକ ଗିରଫ; ପରିଚୟ ଲୁଚାଇବା ପାଇଁ ...

ଭାରତର ବିଭିନ୍ନ ରାଜ୍ୟରେ ଅବୈଧ ବାଂଲାଦେଶୀଙ୍କୁ ଖୋଜା ଚାଲିଛି । ପୋଲିସ ଦ୍ବାରା ଅନେକ ମାତ୍ରାରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଗିରଫ କରାଯାଇ ଫେରିଯିବାକୁ କୁହାଯାଉଛି । ଏପରି ସ୍ଥଳେ ଦିଲ୍ଲୀ ପୋଲିସ ବଡ଼ ଆକ୍ସନ ନେଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଦିଲ୍ଲୀ ଭିତରୁ ୨୦ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି ।

delhi police

ଦିଲ୍ଲୀରେ ଏସଆଇଆର ପ୍ରକ୍ରିୟା ପୂର୍ବରୁ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ପୋଲିସ ଦ୍ବାରା ୨୦ ବାଂଲାଦେଶୀ ନାଗରିକଙ୍କ ଧରିଛି । ସମସ୍ତ ବାଂଲାଦେଶୀ ନାଗରିକ ଅବୈଧ ଭାବେ ଭାରତରେ ରହୁଥିଲେ । ଧରାଯାଇଥିବା ଅବୈଧ ଲୋକଙ୍କ ପାଖରୁ କିଛି ଭାରତୀୟ ପରିଚୟ ପତ୍ର ଜବତ ହୋଇଛି । ନିର୍ବାଚନ କମିଶନ ଆୟୋଗ ଖୁବଶୀଘ୍ର ଦିଲ୍ଲୀରେ ଏସଆଇଆର କରାଯିବ । ଦିଲ୍ଲୀରେ ଏହି ପ୍ରକ୍ରିୟା ୩ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ବିହାରରୁ ଏସଆଇଆର କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଏସଆଇଆର ଦେଶର ୧୨ଟି ରାଜ୍ୟରେ କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+