ସାବରମତୀ ଏକ୍ସପ୍ରେସ ଲାଇନ୍ଚ୍ୟୁତ
Train Accident: ଉତ୍ତରପ୍ରଦେଶରେ ସାବରମତୀ ଏକ୍ସପ୍ରେସ ଲାଇନ୍ଚ୍ୟୁତ ହୋଇଛି । କାନପୁର-ଭୀମସେନ ଷ୍ଟେସନ ମଝିରେ ଟ୍ରେନଟି ଲାଇନ୍ଚ୍ୟୁତ ହୋଇଛି । ଏକ ବଡ଼ ପଥର ସହ ଇଞ୍ଜିନ୍ ଧକ୍କା ଲାଗିବାରୁ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୃତାହତ ନେଇ ସୂଚନା ନାହିଁ ଏବଂ ରେଳ ବିଭାଗ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।













Click it and Unblock the Notifications