ବେଙ୍ଗାଲୁରୁରେ ୨ HMPV ମାମଲା ଚିହ୍ନଟ
Hmpv Virus: ପୁଣି ଦେଶରେ ଚିନ୍ତା ବଢାଇଲାଣି ଚିନ୍ ଭାଇରସ । ବେଙ୍ଗାଲୁରୁରେ ୨ଶିଶୁ ସଂକ୍ରମିତି ଟିହ୍ନଟ ହୋଇଛନ୍ତି । ଜଣେ୩ ମାସର ଶିଶୁ ଓ ୮ ମାସର ଶିଶୁଙ୍କ ଠାରେ HMPV ଭାଇରସ ଚିହ୍ନଟ ହୋଇଛି । ଚାଇନା ଭାଇରାସ ଚିହ୍ନଟ ନେଇ ସ୍ପଷ୍ଟ କରିଛି ଆଇସିଇଏଆର୍ । ଏ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି ।

ସୂଚନା ଅନୁସାରେ, ଭାରତରେ ୨ ଶିଶୁଙ୍କ ଠାରେ HMPV ଭାଇରସ୍ ଚିହ୍ନଟ ହୋଇଛି । କରୋନା ପରି ଚୀନରେ ଏହି ଭାଇରସ ବର୍ତ୍ତମାନ ଚିନ୍ତାର କାରଣ ସାଜିଛି। ଏହି ଭୂତାଣୁର ନାଁ ହେଉଛି ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍ ବା HMPV । ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଛୋଟ ପିଲାଙ୍କ ଠାରେ ଏହି ଭୂତାଣୁ ଅଧିକ ବ୍ୟାପିବାରେ ଲାଗିଛି । ତେବେ ଏହି ଭାଇରସରେ ଆକ୍ରାନ୍ତ ରୋଗୀଙ୍କୁ ଶ୍ୱାସ ଜନିତ ସମସ୍ୟା ଦେଖା ଦେଉଛି ଏବଂ ଏହା ଫୁସ୍ଫୁସ୍କୁ ପ୍ରଭାବିତ କରୁଛି ।
More From
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications