ମୁହାଁମୁହିଁ ଧକ୍କା ମାଲବାହୀ ଟ୍ରେନ୍ ; ୨ ଆହତ
ଉତ୍ତର ପ୍ରଦେଶର ଫତେହପୁରରେ ଏକ ରେଳ ଦୁର୍ଘଟଣା ଘଟିଛି । ଏଠାରେ ଗୋଟିଏ ହିଁ ଟ୍ରାକ୍ ଉପରେ ଆସୁଥିବା ଦୁଇଟି ମାଲଗାଡ଼ି ମଧ୍ୟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ମାଲବାହୀ ଟ୍ରେନ୍ର ୨ ଲୋକୋ ପାଇଲଟ୍ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ସାରିଛନ୍ତି।













Click it and Unblock the Notifications