ଆସିଲା ରାମ ଲାଲାଙ୍କର ସ୍ପଷ୍ଟ ଫଟୋ
Ram Mandir Inauguration: ସାରା ଅଯୋଧ୍ୟା ଏବେ ଶ୍ରୀ ରାମ ମୟ । ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ବିରାଜମାନ ରାମ ଲାଲାଙ୍କର ଆସିଲା ପ୍ରଥମ ସ୍ପଷ୍ଟ ଫଟୋ । କଳାରଙ୍ଗର ପ୍ରସ୍ତରରେ ନିର୍ନାଣ ହୋଇଛି ମୂର୍ତ୍ତି । ପ୍ରଥମ ଥର ରାମ ଲାଲାଙ୍କ ଫୋଟ ଦୃଶ୍ୟମାନ ହେବା ପରେ ଭକ୍ତରଙ୍କର ବଢୁଛି ଉତ୍କଣ୍ଠା । ଏହାପୂର୍ବରୁ ଜାନୁଆରୀ 17 ରେ ରାମଲାଲାଙ୍କ ପ୍ରତିମାକୁ ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ କରିଥିଲେ । ଗର୍ଭଗୃହକୁ ମୂର୍ତ୍ତି ଅଣାଯିବା ପୂର୍ବରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା ।

ଏହାପୂର୍ବରୁ ରାମଲାଲଙ୍କ ଆଉ ଏକ ଫଟୋ ସାମ୍ନାକୁ ଆସିଥିଲା । ହେଲେ ଏଥିରେ ପୁରା ମୁହଁ ଦେଖିବା ପାଇଁ ମିଳି ନଥିଲା । ଗର୍ଭଗୃହରୁ ୫୧ ଇଂଚର ଶ୍ୟାମଳ ମୂର୍ତ୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଥିଲା । ଦୀର୍ଘ ୪ ଘଣ୍ଟା ପୂଜର୍ଚ୍ଚନା କରିବା ପରେ ବିଗ୍ରହ ମାନଙ୍କୁ ସ୍ଥାପନା କରାଯାଇଛି । ସେହିପରି ଆସନ୍ତାକାଲି ୮୧ କଳସ ଜଳଦ୍ୱାରା ଗର୍ଭଗୃହକୁ ଶୁଦ୍ଧିକରଣ କରାଯିବା ନେଇ
ଖବର ରହିଛି ।ଏହି ପବିତ୍ର ଦିନରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ସାରା ବିଶ୍ବ ଏହି ଦିନକୁ ଚାହିଁ ବସିଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications