ବ୍ରଜଘାତରେ ଟଳି ପଡିଲେ ୧୮ ଗଜରାଜ
ବୁଧବାର ବିଳମ୍ବିତ ରାତିରେ ନାଗନ ଜିଲ୍ଲାର କୁଣ୍ଡୋଲି ପାହାଡ଼ ଅଞ୍ଚଳରେ ବଜ୍ରପାତ ହୋଇଥିଲା । ଏଥିରେ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଛି ।
ଗୌହାଟି: ଆସାମରେ ବଜ୍ରାଘାତରେ ୧୮ ହାତୀଙ୍କ ଜୀବନ ଯାଇଛି । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ନାଗନ ଜିଲ୍ଲାର କୁଣ୍ଡୋଲି ପାହାଡ଼ ଅଞ୍ଚଳରେ ବଜ୍ରପାତ ହୋଇଥିଲା । ଏଥିରେ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଛି । ମାମଲାର ତଦନ୍ତ ସହ ଘଟଣାସ୍ଥଳ ପରିଦର୍ଶନ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କାଠିଆଟୋଲି ରେଞ୍ଜର କୁଣ୍ଡୋଲି ଜଙ୍ଗଲରେ ଏହି ଘଟଣା ଘଟିଛି । ୨ଟି ଦଳରେ ଥିବା ୧୮ ହାତୀଙ୍କ ମୃତ୍ୟୁ ହୋଇଛି । ପାହାଡ଼ର ଉପରୁ ଭାଗରେ ୧୪ ହାତୀଙ୍କ ମୃତଦେହ ପଡ଼ିଥିବା ବେଲେ ତଳ ଭାଗରେ ୪ଟି ହାତୀଙ୍କ ମରଶରୀର ପଡ଼ିଛି ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଗଜରାଜଙ୍କ ମୃତ୍ୟୁ ଗତରାତିରେ ହୋଇଥିବ ବଜ୍ରପାତ ଯୋଗୁଁ ହୋଇଛି । ତେବେ ମୃତ୍ୟୁର କାରଣ ପୋଷ୍ଟ ମର୍ଟମ ପରେ ଜଣାପଡ଼ିବ । ଶୁକ୍ରବାର ମୃତହାତୀଙ୍କ ପୋଷ୍ଟମର୍ଟମ କରାଯିବ ।
More From
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications