ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୧୬ ନକ୍ସଲ ନିହତ
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୧୬ ନକ୍ସଲ ନିହତ। ସୁକମା ଜିଲ୍ଲା ଅପମ୍ପଲି ଜଙ୍ଗଲରେ ଗୁଳି ବିନିମୟ । ଡିଆରଜି ଓ ସିଆରପିଏଫ୍ କୋବ୍ରା ଯବାନଙ୍କ ମିଳିତ ଅପରେସନ ଜାରି । ୨ ଯବାନ ସାମାନ୍ୟ ଆହତ ହୋଇଥିବା ସୂଚନା । ଏବେବି ଗୁଳି ବିନିମୟ ଜାରି ରହିଥିବା ସୂଚନା ।













Click it and Unblock the Notifications