Get Updates
Get notified of breaking news, exclusive insights, and must-see stories!

ଆତ୍ମସମର୍ପଣ କଲେ ୧୫ ହାର୍ଡକୋର ମାଓବାଦୀ

ଆତ୍ମସମର୍ପଣ କଲେ ୧୫ ହାର୍ଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ମହାସମୁଦ ବାଲୁଦା ଥାନାରେ ଆତ୍ମସମର୍ପଣ କଲେ ୧୫ ଜଣ ମାଓବାଦୀ । ବଲାଙ୍ଗୀର, ବରଗଡ଼ ଏବଂ ମହା ସମୁଦ୍ର ମାଓ ସଂଗଠନର ସକ୍ରିୟ ୧୫ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କଲେ । ମାଓ ସଂଗଠନ ସଚିବ ବିକାଶ ସହ ଆତ୍ମସମର୍ପଣ । ବି

naxal

କାଶ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଥିଲା । ସରେଣ୍ଡର ମାଓବାଦୀ ମଧ୍ୟରେ ୯ ଜଣ ମହିଳା ଓ ୬ ପୁରୁଷ ମାଓବାଦୀ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+