ବଡ଼ ପରାଜୟପରେ ପାକିସ୍ତାନର ସାହାରା ହାକର୍ସ, ଅପରେସନ ‘ସିନ୍ଦୂର' ପରେ ୧୫ ଲକ୍ଷ ସାଇବର ଆଟାକ.....

ପହଲଗାମ ଆକ୍ରମଣ ପରେ ଆତଙ୍କବାଦୀଙ୍କ ବିରୋଧରେ ଭାରତ ଆରମ୍ଭ କରିଥିବା ଅପରେସନ 'ସିନ୍ଦୂର' ପାକିସ୍ତାନର ନିଦ ହଜାଇ ଦେଇଛି। ଅନ୍ୟପଟେ ପିଏମ ମୋଦି ଆତଙ୍କବାଦୀଙ୍କ ସହ ପାକିସ୍ତାନକୁ ଗତକାଲି କଡ଼ା ଚେତାବନୀ ଦେଇଥିଲେ । କହିଥିଲେ ଯେ ଯଦି ଏବେ ପାକିସ୍ତାନ ସହିତ କୌଣସି ଆଲୋଚନା ହେବ, ତାହା କେବଳ ପାକ୍ ଅଧିକୃତ କାଶ୍ମୀର ଅର୍ଥାତ୍ ଚକ୍ଟଳ ଉପରେ ହେବ।

ସେପଟେ ଯୁଦ୍ଧରେ ପାକିସ୍ତାନ ଭାରତକୁ ପରାସ୍ତ କରିବାରେ ବିଫଳ ହୋଇଛି। ତେଣୁ ଭାରତକୁ ଦୁର୍ବଳ କରିବା ଲାଗି ପାକିସ୍ତାନ ବର୍ତ୍ତମାନ ହ୍ୟାକର୍ସଙ୍କ ସାହାରା ନେଇଛି। ଅପରେସନ ସିନ୍ଦୂର ପରଠାରୁ ପାକ୍ ହ୍ୟାକର୍ସ ଭାରତର ୧୫ ଲକ୍ଷରୁ ଅଧିକ ୱେବସାଇଟ୍‌କୁ ଆକ୍ରମଣ କରିଛନ୍ତି। କିନ୍ତୁ ସେମାନଙ୍କୁ ବିଶେଷ ସଫଳତା ମିଳିନାହିଁ।

Pak hackers
ମହାରାଷ୍ଟ୍ର ସାଇବର ପାକିସ୍ତାନର ୭ଟି ହ୍ୟାକର୍ସ ଗ୍ରୁପକୁ ଚିହ୍ନଟ କରିଛି। ଏସବୁ ଆଡଭାନ୍ସଡ ପର୍ସିଷ୍ଟେଣ୍ଟ ଥ୍ରେଟ୍ (ଏପିଟି) ଗ୍ରୁପ। ଏହି ୭ଟି ଗ୍ରୁପ ହିଁ ଭାରତ ବିରୋଧରେ ହୋଇଥିବା ସାଇବର ଆଟାକ ପାଇଁ ଦାୟୀ। ଏହି ଗ୍ରୁପଗୁଡ଼ିକ ଗତ ୧ସପ୍ତାହ ମଧ୍ୟରେ ୧୫ ଲକ୍ଷରୁ ଅଧିକ ଭାରତୀୟ ୱେବସାଇଟ୍‌କୁ ଆକ୍ରମଣ କରିଛନ୍ତି। ମାତ୍ର ସେଥିରୁ ମାତ୍ର ୧୫୦ ୱେବସାଇଟକୁ ହ୍ୟାକ କରିବାରେ ହ୍ୟାକର୍ସ ସଫଳ ହୋଇଛନ୍ତି ବୋଲି ପିଟିଆଇ ସୂତ୍ରରୁ ଜଣାପଡ଼ିଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+