ବର୍ଷାର ତାଣ୍ଡବ, ୨୪ ଘଣ୍ଟାରେ ଗଲା ୧୪ ଜୀବନ
ଏବେ ସାରା ଦେଶରେ ମୌସୁମୀ ସକ୍ରିୟ ରହିଛି। ପାହାଡ଼ ପର୍ବତ ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଠି ବନ୍ୟା ଭଳି ପାଣି ପ୍ରବାହିତ ହେଉଛି। ସବୁଠି ମୌସୁମୀ ତାଣ୍ଡବ ରଚୁଛି। ସେହିପରି ଉତ୍ତର ପ୍ରଦେଶରେ ମଧ୍ୟ ପାଗର ମିଜାଜ ବଦଳିଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ଜଡିତ ଘଟଣାରେ ୨୪ ଘଣ୍ଟାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।













Click it and Unblock the Notifications