ଏନକାଉଣ୍ଟରରେ ୧୨ ମାଓବାଦୀ ମୃତ
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କର ବଡ଼ ଅପରେସ୍, ମିଳିଲା ବଡ଼ ସଫଳତା । ଏନକାଉଣ୍ଟରରେ ୧୨ ମାଓବାଦୀ ମୃତ ହୋଇଥିବା ନେଇ ସୂଚନା ରହିଛି । ସେହିପରି ଗତକାଲି ୨ ମହିଳା କ୍ୟାଡରଙ୍କ ମୃତ୍ୟୁ ଘଟିଥିଲା । ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ଅପରେସନରେ ଓଡ଼ିଶା ଓ ଛତିଶଗଡ଼ ପୋଲିସ ସହ CRPF ମଧ୍ୟ ସାମିସ ଥିଲା । ଗତ ୧୯ ତାରିଖରୁ କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ଗୁଳିବିନିମୟ ଜାରି ରହିଥିଲା।













Click it and Unblock the Notifications