Get Updates
Get notified of breaking news, exclusive insights, and must-see stories!

ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୨ ମୃତ

ସାଉଥ ଆଫ୍ରିକା ଜୋହାନ୍ସବର୍ଗ ସହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ହାଇୱେରେ ଏକ ବସ୍ ଓଲଟିବା ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୪୫ ଜଣ ଆହତ ହୋଇଛନ୍ତି । ସୂଚନା ମିଳିବା ପରେ ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଦୁର୍ଘଟଣା ଜୋହାନ୍ସବର୍ଗର ମୁଖ୍ୟ ଓଆର ଟେମ୍ବୋ ବିମାନବନ୍ଦର ନିକଟ ରାସ୍ତାରେ ହୋଇଛି । ଜୋହାନ୍ସବର୍ଗର ପୂର୍ବରେ ଥିବା ଟାଉନସିପ କେଟଲହୋଙ୍ଗରୁ ଲୋକଙ୍କୁ ନେଇ ଯାଉଥିଲେ ।

12 dead 45 injured in horror bus crash that left patients lying across the road

ଦୁର୍ଘଟଣା ସ୍ଥଳରୁ ୧୨ ଜଣଙ୍କ ମୃତଦେହ ଉଦ୍ଧର କରାଯାଇଥିଲା । ଏଥିରେ ୯ ଜଣ ପୁରୁଷ ଏବଂ ୩ ଜଣ ମହିଳା ସାମିଲ ରହିଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ବସକୁ କ୍ରେନ ସହାୟତାରେ ସିଧା କରାଯାଇଛି । ତେବେ ଦୁର୍ଘଟଣାର କାରଣ ଏଯାଏଁ ଜଣାପଡିନାହିଁ । ପୋଲିସ ଘଟଣାର ଯାଞ୍ଚ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+