୨୦ ମିନିଟରେ ସରିଗଲା ୧୨ ହଜାର ଟିକେଟ , ଖେଳ ଦେଖିବାକୁ ଦର୍ଶକଙ୍କ ଉତ୍ସାହ

ମାତ୍ର ୨୦ ମିନିଟରେ ସରିଗଲା ଅନଲାଇନ ଟିକେଟ । ଚାମ୍ପିୟନସ୍ ଟ୍ରଫି ପାଇଁ କାଲି ଦୁବାଇରେ ଭାରତ -ପାକିସ୍ତାନ ମ୍ୟାଚ ପାଇଁ ଅନଲାଇନରେ ଟିକେଟ ବିକ୍ରି ହୋଇଥିଲା ହେଲେ ମାତ୍ର ୨୦ମିନିଟରେ ସରିଗଲା ପାଖାପାଖି ୧୨ହଜାର ଟିକେଟ ।

sports

ଭାରତ ପାକିସ୍ତାନ ମ୍ୟାଚ ପାଇଁ ଫ୍ୟାନ୍ସ ମାନେ ଅନଲାଇନ ଟିକେଟ ପାଇଁ ୩ଘଂଣ୍ଟା ଆଗରୁ ଅପେକ୍ଷା କରିଥିଲେ । ସବୁଠାରୁ କମ ଟିକେଟ ଦର ୫୦୦ ଦିରହାମ୍ ଅର୍ଥାତ ଭାରତୀୟ ମୁଦ୍ରାରେ୧୧ହଜାର ୮୩୯ଟଙ୍କା ରହିଥିବା ବେଳେ ଦି-ଗ୍ରାଣ୍ଡ ଲଂଜ ର ଟିକେଟ ଭାରତୀୟ ମୁଦ୍ରାରେ ୨୯ଲକ୍ଷ ଟଙ୍କା ରହିଛି ଯାହା ବର୍ତ୍ତମାନ ସୋଲଡ-ଆଉଟ ହୋଇସାରିଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+