ଦିନକ ପାଇଁ ନିଲମ୍ବିତ ହେଲେ ୧୦ ସାଂସଦ

Odisha News: ୱାକଫ ସଂଶୋଧନ ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ବୈଠକରେ ହଙ୍ଗାମା । ଜେପିସିର ଏକ ବୈଠକ ବସିଥିବା ବେଳେ ହଙ୍ଗାମା ଆମ୍ଭ କରିଥିଲେ ବିରୋଧୀ ସାଂସଦ । ସଂସଦ ପରିସରରେ ବୈଠକ ବେଳେ ହଙ୍ଗାମା କରିବାରୁ ଅଧ୍ୟକ୍ଷ ଅତିଷ୍ଟ ହୋଇ ୧୦ ଜଣ ବିରୋଧୀ ଦଳର ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା ।

10 Opposition MPs suspended for a day

ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଟିଏସି ସାଂସଦ କଲ୍ୟାଣ ବାରାର୍ଜୀ, ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ, ଏଆଇଏମଆଇଏମ ସାଂସଦ ଅସାଦୁଦ୍ଦିନ ଓଏସୀ, କଂଗ୍ରେସର ନାସିର ହୁସେନ, ମୋଦ୍ ଜାଓ୍ବେଦ୍ , ଏ ରାଜା, ମୋହିବୁଲ୍ଲା, ଏମ ଅବଦୁଲ୍ଲା , ଅରବିନ୍ଦ ସାୱନ୍ତ, ନାଦିମ ଉଲ ହକ ଏବଂ ଇମ୍ରାନ ମାସୁଦଙ୍କ ସମେତ ୧୦ ଜଣ ବିରୋଧୀ ସାଂସଦ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+