ଛତିଶଗଡ଼ରେ ମାଓ ଏନକାଣ୍ଟର: ନିପାତ ହେଲେ ୧୦ ମାଓବାଦୀ
Maoists Killed In Encounter: ଛତିଶଗଡ଼ରେ ମାଓ ଏନକାଣ୍ଟର । ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୧୦ ମାଓବାଦୀ ନିପାତ ହୋଇଥିବା ନେଇ ସୂଚନା ରହିଛି । ସେହିପରି ଘଟଣାସ୍ଥଳରୁ ୩ଟି ମେସିନ୍ ଗନ୍ ସମେତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ସୂଚନା ଅନୁସାରେ, କୋଣ୍ଟା, ଭେଜ୍ଜି ଅଞ୍ଚଳରେ ମାଓ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି ।












Click it and Unblock the Notifications